ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞାପ୍ତି ପ୍ରକାଶ ପାଇଛି | ଆଜିଠାରୁ ଜୁନ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ | ୩ ଯାଞ୍ଚ ଓ ୬ଜୁନ୍ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଜୁନ୍ ୧୩ ତାରିଖରେ ଉପନିର୍ବାଚନ ହେବ । ସାଂସଦ ପଦରୁ ସୁବାସ ସିଂଙ୍କ ଇସ୍ତଫା ଦେବା ପରେ ରାଜ୍ୟସଭା ଆସନ ଖାଲି ପଡିଛି ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..