Report Card Odisha

| Daily Odia News

ରାଉରକେଲାରେ ଏନକାଉଣ୍ଟର…..

ରିପୋର୍ଟ କାର୍ଡ / ସୁନ୍ଦରଗଡ଼

ରାଉରକେଲାରୁ ଏକ ବଡ଼ ଏନକାଉଣ୍ଟରର ହୋଇଛି । ଚାନ୍ଦିପୋଷ ଥାନା ଅଞ୍ଚଳରେ ଏନ୍‌କାଉଣ୍ଟର ଘଟିଥିବା ସୂଚନା ମିଳିଛି। ପୋଲିସର ଏନକାଉଣ୍ଟରରେ ଜଣେ ଭୟଙ୍କର ଅପରାଧୀ ଆହତ ହୋଇଥିବା ବେଳେ ତାଙ୍କ ନିକଟରୁ ଏକେ -୪୭ ବନ୍ଧୁକ ଜବତ ହୋଇଛି। ରାଉରକେଲା ପୋଲିସ ଅନ୍ୟ ୨ ଅପରାଧୀଙ୍କୁ ମଧ୍ୟ ଗିରଫ କରିଛି ଏବଂ ଆହତ ଅପରାଧୀକୁ ଆରଜିଏଚ୍ ରେ ଭର୍ତ୍ତି କରାଯାଇଛି ।

 

Breaking News