Report Card Odisha

| Daily Odia News

ପ୍ରକୃତୀ ମିଶ୍ରଙ୍କ ସହ ରେଡ ହ୍ୟାଣ୍ଡେଡ୍ ଧରାପଡ଼ିଲେ ବାବୁସାନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଲିଉଡର ଚର୍ଚ୍ଚିତ ଅଭିନେତା ବାବୁସାନଙ୍କ ସହିତ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ରେଡ ହ୍ୟାଣ୍ଡେଡ୍ ଧରିଲେ ତାଙ୍କ ସ୍ତ୍ରୀ । ଚଢଉ କରି ରାସ୍ତା ମଝିରେ ବାବୁସାନଙ୍କ ସହିତ ଝଗଡା କରିବା ସହ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ପ୍ରକୃତି ଙ୍କୁ ଗୋଡେଇ ଗୋଡେଇ ମାଡ ମାରିଥିବା ଭିଡିଓ ଭାଇରଲ ହେଉଛି । ଏକ କାର୍‌ରେ ବାବୁସାନଙ୍କ ସହିତ ପ୍ରକୃତି ମିଶ୍ର ଥିବା ସମୟରେ ତାଙ୍କ ସ୍ତ୍ରୀ ତାଙ୍କୁ ତାଙ୍କ ଧର୍ମପତ୍ନୀ ରାସ୍ତା ମଝିରେ ମାଡ଼ ମାରିଛନ୍ତି । କୁହାଯାଉଛି ଯେ, କିଛି ଦିନ ଧରି ବାବୁସାନ ଘରକ ଫେରି ନଥିଲେ, ଏହି କାରଣରୁ ତାଙ୍କ ସ୍ତ୍ରୀ କିଛୀ ଲୋକଙ୍କ ସହିତ ମିଶି ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଥିଲେ । ଏବଂ ରାସ୍ତା ମଝୀରେ ବାବୁସାନ ଏବଂ ପ୍ରକୃତି ମିଶ୍ରଙ୍କୁ ଗୋଡେଇ ଗୋଡେଇ ମାଡ ମାରିଥିଲେ । ବାବୁସାନଙ୍କ ସ୍ତ୍ରୀ ପ୍ରକୃତିଙ୍କୁ ପରିବାର ଧଂଶ କରିଥିବା କହି ଗାଲିକରି ମାଡ଼ ମରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ଏହି ସମୟରେ ପକୃତି ବାବୁସାନଙ୍କ ସ୍ତ୍ରୀ ଙ୍କ ହାତରୁ ଖସି ଦୌଡ଼ି ପଳାଇଯାଉଥିବା ଦେଖିବାକୁ ମିଳିଛି |

Breaking News