ରିପୋର୍ଟ କାର୍ଡ / ଢେଙ୍କାନାଳ
ବାରହା ଶିକାରରେ ଫସିଗଲା ହାତୀ | ଶିକାରୀ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲା | ଜାଲରେ ବାରହା ସହ ହାତୀ ବିଲାଗିଗଲା।ଫାଶରୁ ବାହାରି ନ ପାରି ହାତୀର ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବାଘଘରିଆ ଗାଁ ନିକଟସ୍ଥ ଜଙ୍ଗଲରେ। ମୃତ ମାଈ ହାତୀର ବୟସ ୧୦ ବର୍ଷ ହେବ।
More Stories
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ମହିଳାଙ୍କୁ ଟାଣିନେଲା କୁମ୍ଭୀର…..
ବାପାର ଜୀବନ ନେଲା ପୁଅ…..