ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି | ହଷ୍ଟେଲ ରୁମରୁ ଛାତ୍ରଙ୍କ ମୃତ ଦେହ ଠାବ ହୋଇଛି | ମୃତ ଛାତ୍ର ଜଣଙ୍କ ପାରିକୁଦ ଅଞ୍ଚଳର ସୂର୍ଯ୍ୟ ପ୍ରକାଶ ପଲେଇ ବୋଲି ଜଣାପଡିଛି । ସୂଚନା ଅନୁସାରେ- ରାଜଧାନୀ ଇନ୍ଫୋଭାଲି ଥାନା ଅଧିନ ଏକ ଘରୋଇ କଲେଜ ହଷ୍ଟେଲ ରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଛାତ୍ର ଜଣକ ଯୁକ୍ତ ୨ ପଡୁଥିବା ସୂଚନା ମିଳିଛି | ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଛାତ୍ର ଜଣକ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ,ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..