ରିପୋର୍ଟ କାର୍ଡ / ମୟୂରଭଞ୍ଜ
ବାପ ଘରକୁ ଯିବାକୁ ଘରୁ ବାହାରିଥିଲେ ପତ୍ନୀ। ମାତ୍ର ଟଙ୍କା ଅଭାବରୁ ଏବେ ନୁହେଁ, ପରେ ଯିବା ବୋଲି କହି ବୁଝାଇଥିଲେ ସ୍ୱାମୀ | ରାଗରେ ପତ୍ନୀ ନିଜ ଦେହରେ ନିଅଁ ଦେଇଛନ୍ତି | ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ତେନ୍ତୁଳିବାଡ଼ି ଗ୍ରାମରେ । ଘରେ କେହି ନ ଥିବା ବେଳେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମହିଳାଜଣକ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ହେଉଛନ୍ତି । ମହିଳାଜଣକ ହେଲେ ତେନ୍ତୁଳିବାଡ଼ି ଗ୍ରାମର ଗ୍ରାମର ମୁନା ସିଂଙ୍କ ପତ୍ନୀ ଚନ୍ଦ୍ରମଣି ସିଂ ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..