ରିପୋର୍ଟ କାର୍ଡ / ପାରାଦୀପ
ପାରାଦୀପ ମହାନଦୀ ମୁହାଣ ନିକଟରେ ଭାରସାମ୍ୟ ହରାଇ ମାଛ ଧରା ଡଙ୍ଗା ଓଲିଟି ପଡ଼ିଛି । ଡଙ୍ଗାଟି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ହୋଇଥିବା ବେଳେ ସେଥିରେ ୫ ଜଣ ମତ୍ସ୍ୟଜୀବୀ ଥିବା ନେଇ ସୂଚନା ମିଳିଛି । ପାରାଦୀପ ମୁହାଣ ନିକଟ ସମୁଦ୍ର ମଧ୍ୟରେ ସେମାନେ ମାଛ ଧରୁଥିବା ସମୟରେ ଡଙ୍ଗାଟି ଓଲଟି ପଡିଥିଲା । ପାଖରେ ଥିବା ଅନ୍ୟ ମାଛ ଧରା ଟ୍ରଲର ସେମାନଙ୍କୁ ଉଦ୍ଧାର କରିଛି । ଏବେ ୫ଜଣ ମତ୍ସ୍ୟଜିବୀ ସୁସ୍ଥ ଥିବା ଜଣାପଡିଛି ।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….