ରିପୋର୍ଟ କାର୍ଡ / ପାରାଦୀପ
ପାରାଦୀପ ମହାନଦୀ ମୁହାଣ ନିକଟରେ ଭାରସାମ୍ୟ ହରାଇ ମାଛ ଧରା ଡଙ୍ଗା ଓଲିଟି ପଡ଼ିଛି । ଡଙ୍ଗାଟି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ହୋଇଥିବା ବେଳେ ସେଥିରେ ୫ ଜଣ ମତ୍ସ୍ୟଜୀବୀ ଥିବା ନେଇ ସୂଚନା ମିଳିଛି । ପାରାଦୀପ ମୁହାଣ ନିକଟ ସମୁଦ୍ର ମଧ୍ୟରେ ସେମାନେ ମାଛ ଧରୁଥିବା ସମୟରେ ଡଙ୍ଗାଟି ଓଲଟି ପଡିଥିଲା । ପାଖରେ ଥିବା ଅନ୍ୟ ମାଛ ଧରା ଟ୍ରଲର ସେମାନଙ୍କୁ ଉଦ୍ଧାର କରିଛି । ଏବେ ୫ଜଣ ମତ୍ସ୍ୟଜିବୀ ସୁସ୍ଥ ଥିବା ଜଣାପଡିଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..