Report Card Odisha

| Daily Odia News

ଆସନ୍ତାକାଲି ସିୟୁଇଟି ପିଜି ପରୀକ୍ଷା ଫଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତାକାଲି ପ୍ରକାଶ ପାଇବ ସିୟୁଇଟି ପିଜି ପରୀକ୍ଷା ଫଳ । ୨୬ ତାରିଖ ଦିନ ଅପରାହ୍ନ ୪ଟାରେ ଏନଟିଏ ପକ୍ଷରୁ ପ୍ରକାଶ ପାଇବ ପରୀକ୍ଷା ଫଳ । ରେଜଲ୍ଟ ପ୍ରକାଶ ନେଇ ୟୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ୟୁଜିସି ଅଧ୍ୟକ୍ଷ ଏମ.ଜଗଦେଶ କୁମାର ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେଲା ଭୁବନେଶ୍ୱରରେ ଏକାଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ନିକଟରେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ଭୁବନେଶ୍ୱର ଇନ୍‌ଫୋ ଭ୍ୟାଲି ଥାନା ଅଞ୍ଚଳରେ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ । ଏବେ ଯାଏଁ ଏହି ସବୁ ଘଟଣାରୁ ପରଦା ହଟିନଥିବା ବେଳେ ଆଉ ଏକ ଆତ୍ମହତ୍ୟା କେସ୍‌ ସାମ୍ନାକୁ ଆସିଛି ।

Breaking News