ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୨ ପାଇଁ ନୋବେଲ ଶାନ୍ତିି ପୁରସ୍କାର ଘୋଷଣା ହୋଇଛି । ଜଣେ ବ୍ୟକ୍ତି ଓ ଦୁଇ ସଙ୍ଗଠନକୁ ମିଳିବ ନୋବେଲ ଶାନ୍ତି ପୁରସ୍କାର । ମାନବାଧିକାର ବେଲାରୁଷର ଆଲେସ୍ ବାଲିଆସ୍କିଙ୍କୁ ଏହି ପୁରସ୍କାର ମିଳିବା ନେଇ ଆଜି ଘୋଷଣା ହୋଇଛି । ଏହା ସହ ରୁଷର ମାନବାଧିକାର ସଙ୍ଗଠନ ‘ମେମୋରିଆଲ’କୁ ନୋବେଲ ଶାନ୍ତି ପୁରସ୍କାର ମିଳିବ । ସେହିପରି ୟୁକ୍ରେନ ମାନବାଧିକାର ସଙ୍ଗଠନ ସେଣ୍ଟର ଫର ସିଭିଲ ଲିବର୍ଟିଜକୁ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି ।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..