ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରକୁ ସ୍ୱଚ୍ଛ ତଥା ପରିମଳ ରଖିବା ପାଇଁ ବିଏମସି ପକ୍ଷରୁ ଅନେକ ପଦକ୍ଷେପମୂଳକ ପଦକ୍ଷେପ ନିଆଯାଉଛି । ଭୁବନେଶ୍ୱର ମହାନଗରନିଗମ ସ୍ୱଚ୍ଛତା ଏବଂ ପରିମଳକୁ ୟୁନିଟ୍-୧ ହାଟର ସମସ୍ତ ବ୍ୟବସାୟୀଙ୍କୁ ଚେତାବନୀ ଜାରିକରିଛି । ଏଣିକି ପଚା ପରିବା ଓ ବର୍ଜ୍ୟବସ୍ତୁ ରାସ୍ତାକୁ ଫିଙ୍ଗିଲେ ୫ ହଜାର ଜରିମାନା ଦେବାକୁ ହେବ । ଅଳିଆକୁ ଅଲଗା ଅଲଗା ନ ପକାଇଲେ ୫ ଶହ ଟଙ୍କା ଜରିମାନା ହେବ । ରାଜଧାନୀକୁ ପରିଷ୍କାର ରଖିବା ପାଇଁ ସମସ୍ତେ ସହଯୋଗ କରିବାକୁ ବିଏମସି କମିଶନର କହିଛନ୍ତି ।
More Stories
ଏସଆଇ ଚାକିରୀ ସ୍କାମରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ……
ଏସଆଇ ପରୀକ୍ଷା ଜାଲିଆତି:ସିଲିକନ ସିଇଓଙ୍କୁ ଜେରା…..
ପିଓକେରେ ହିଂସା; ସେନା ଗୁଳିରେ ୧୨ ମୃତ…..