Report Card Odisha

| Daily Odia News

ଆଜି କଂଗ୍ରେସ ଘୋଷଣା କରିବ ପ୍ରାର୍ଥୀ ନାମ…..

ରିପୋର୍ଟ କାର୍ଡ / ଭଦ୍ରକ

ଧାମନଗର ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ପାର୍ଥୀଙ୍କ ନାମ ଘୋଷଣା କରାଯିବ | ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ । କିନ୍ତୁ ବିଜେଡି ରକିଏ ପାର୍ଥୀ ହେବ ଘୋଷଣା କରାଯାଇ ନାହିଁ | ମଙ୍ଗଳବାର ଟିକଟ ଘୋଷଣା ପରେ ୧୪ରେ ନାମାଙ୍କନ ଦାଖଲ କରିବେ କଂଗ୍ରେସ ପାର୍ଥୀ।  ତିନି ପ୍ରମୁଖ ଦଳ ଜୋରଦାର ନିର୍ବାଚନୀ ପ୍ରଚାର ଚଳାଇଛନ୍ତି |

Breaking News