ରିପୋର୍ଟ କାର୍ଡ / କଟକ
ଷ୍ଟାର ଦମ୍ପତ୍ତି ବର୍ଷାପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତି ଆଜ ପରିବାର ଅଦାଲତରେ ହଜାର ହୋଇଥିଲେ। ବର୍ଷା ସାକ୍ଷୀ ତାଲିକା ଓ ସେ ସମ୍ବନ୍ଧୀୟ ଦସ୍ତାବିଜ ଅନୁଭବଙ୍କୁ ସମସ୍ତ ଦସ୍ତାବିଜ ଦେବାକୁ ନିର୍ଦ୍ଦେଶ ଦେଇଥନ୍ତି ପରିବାର ଅଦାଲତ । ଅନ୍ୟପଟେ ଆସନ୍ତା ୧୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବା ନେଇ ସୂଚନା ମିଳିଛି ।
More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..