ରିପୋର୍ଟ କାର୍ଡ / କେନ୍ଦୁଝର
ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡୁଛନ୍ତି କନିଷ୍ଠ କିରାଣି । ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ବାଂଶପାଳ ବିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ଘର ଭିଜିଲାନ୍ସ ରେଡ୍ କରିଛି । ତେବେ ତାଙ୍କ ସରକାରୀ ଘର,ଅଫିସ, ପୈତୃକ ଘର ସମେତ ମୋଟ୍ ୫ ଟି ସ୍ଥାନରେ ଏହି ଚଢାଉ ଜାରି ରହିଛି । କେତେ ମାତ୍ରାରେ ଏହି ଆୟ ବହିର୍ଭୂତ ସମ୍ପତ୍ତି ଅଛି ତାହା ଆକଳନ ପରେ ଜଣାପଡିବ ବୋଲି ସୂଚନା ମିଳୁଛି ।
More Stories
ଗାନ୍ଧୀ ଜୟନ୍ତୀରୁ ଜନ ସମ୍ପର୍କ ପଦଯାତ୍ରା…..
ଭୁବନେଶ୍ବରରେ ୭ଟି ସ୍ଥାନରେ ରାବଣ ପୋଡି…..
କଟକରେ ଭାଙ୍ଗିଲା ତୋରଣ…..