ରିପୋର୍ଟ କାର୍ଡ / କେନ୍ଦୁଝର
ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡୁଛନ୍ତି କନିଷ୍ଠ କିରାଣି । ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ବାଂଶପାଳ ବିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ଘର ଭିଜିଲାନ୍ସ ରେଡ୍ କରିଛି । ତେବେ ତାଙ୍କ ସରକାରୀ ଘର,ଅଫିସ, ପୈତୃକ ଘର ସମେତ ମୋଟ୍ ୫ ଟି ସ୍ଥାନରେ ଏହି ଚଢାଉ ଜାରି ରହିଛି । କେତେ ମାତ୍ରାରେ ଏହି ଆୟ ବହିର୍ଭୂତ ସମ୍ପତ୍ତି ଅଛି ତାହା ଆକଳନ ପରେ ଜଣାପଡିବ ବୋଲି ସୂଚନା ମିଳୁଛି ।






More Stories
ଅକ୍ଟୋବରରୁ ନୂଆ ଭୋଟର ତାଲିକା ପ୍ରସ୍ତୁତି…..
ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି…..
ହୀରାକୁଦ ଖୋଲିଲା ଆଉ ୪ ଗେଟ୍…..