ରିପୋର୍ଟ କାର୍ଡ / କଟକ
କଟକ ଜିଲ୍ଲା ଆଠଗଡ଼ରେ ଥିବା ବାବା ଧବଳେଶ୍ଵର ଙ୍କ ପୀଠରେ ୧୪୪ ଧାରା ଜାରିହୋଇଛି | ଗୁଜୁରାଟର ମାଛୁ ନଦୀ ପୋଲ ଛିଡିବା ଘଟଣା ପରେ ଧବଳେଶ୍ୱରର ଝୁଲାପୋଲକୁ ନେଇ ସତର୍କ ହୋଇଛି ପ୍ରଶାସନ । ଝୁଲା ପୋଲର ମରାମତି ପାଇଁ ୧୪୪ ଧାରା ଜାରିକରାଯାଇଛି | କାରଣ ଶ୍ରଦ୍ଧାଳୁଙ୍କୁ ଡ଼ଙ୍ଗା ଯୋଗେ ନଦୀ ପାର କରିବା ସମ୍ଭବ ନଥିବାରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି |






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..