ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଏସଓ ମାମଲାରେ ହାଇକୋର୍ଟ ରାୟ ଶୁଣାଇଛନ୍ତି | ୨୦୧୬ ପଲିସିରେ ଅନୁସାରେ ଫଳ ପ୍ରକାଶ ପାଇବ । ୨୦୨୨ ବିଜ୍ଞପ୍ତି ରଦ୍ଦ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏଏସଓ ରେଜେଲ୍ଟ ବିଭ୍ରାଟକୁ ନେଇ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟାଇ ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି । ସୂଚନାମୁତାବକ ଓଡ଼ିଶା ଲୋକ ସେବା ଆୟୋଗ ପକ୍ଷରୁ କରାଯାଇଥିବା ASO ପରୀକ୍ଷାରେ ବ୍ୟପାକ ତ୍ରୁଟି ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ । ଏନେଇ ଏଏସ୍ଓ ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନେ ଧାରଣା ଦେଇଥିଲେ । OPSC ଅଧିକାରୀଙ୍କ କହିବା ମୁତାବକ, ‘ଓପିଏସସି ନିୟମାନୁସାରେ ଚୂଡ଼ାନ୍ତ ରେଜଲ୍ଟ କଟଅଫ୍ ପ୍ରକାଶ ହେବ । କିନ୍ତୁ ଏବେ ୨୦୧୬ ପଲିସି ଅନୁସାରେ ପ୍ରକାଶ ପାଇବ ଫଳ ବୋଲି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..