ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୋ ବସ ରୁ ଲୁଟିନେଲେ ୪୨ ହଜାର ଟଙ୍କା | ଜଣେ ଦମ୍ପତିଙ୍କ ଠାରୁ ଏହି ଲୁଟ ହୋଇଛି | ଭୁବନେଶ୍ୱର ଭିଏସଏସ ନଗରର ବିରଞ୍ଚି ସେଠୀ ବନ୍ଧକ ସୁନା ମୁକୁଳିବା ପାଇଁ ମୋ ବସରେ ଯାଉଥିଲେ | ବାଣୀବିହାରରୁ ବରମୁଣ୍ଡା ଯିବା ବାଟରେ ନୟାପଲ୍ଲୀ ନିକଟରେ ୪୨ ହଜାର ଟଙ୍କା ଚୋରି ହୋଇଛି | ଏହାକୁ ନେଇ ନୟାପଲ୍ଲୀ ଥାନାରେ ବିରଞ୍ଚି ଅଭିଯୋଗ କରିଛନ୍ତି |
More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..