ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଆଜି ନବୀନ ନିବାସ ଘେରାଉ ପାଇଁ ନବ ନିର୍ମାଣ କୃଷକ ସଂଗଠନର ଶତାଧିକ କୃଷକ ମାନେ ଉଦ୍ୟମ କରିଛନ୍ତି । ନବୀନ ନିବାସ ଘେରାଉ କରିବାକୁ ଯିବା ବେଳେ ରାସ୍ତାରୁ ଅଟକାଇଛି ପୋଲିସ । ଫଳରେ ପୋଲିସ ଓ କୃଷକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଧାନମଣ୍ଡିରେ ଅବ୍ୟବସ୍ଥା ଓ ଉପଯୁକ୍ତ ମୂଲ୍ୟ ସହ ଅନେକ ଦାବି ନେଇ କୃଷକ ମାନେ ଆନ୍ଦୋଳନ କରୁଛନ୍ତି | କୃଷକ ମାନଙ୍କୁ ଉଠାଇ ନେଇଛି ପୋଲିସ |






More Stories
ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି….
ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼…..
୧୦ ପରେ ବଢିବ ତାତି…..