ରିପୋର୍ଟ କାର୍ଡ / କଟକ
କଟକରେ ଜଣେ ବସ ଯାତ୍ରୀଙ୍କ ଠାରୁ ୪ ପେଟି ଟଙ୍କା ଜବତ ହୋଇଛି | ଗଂଜେଇ ସନ୍ଦେହରେ ଚଢ଼ାଉ ବେଳ ଟଙ୍କା ଜବତ ହୋଇଥିବା ଜଣାପଡିଛି | କଟକରୁ କୋଲକାତା ଯାଉଥିବା ବସ୍ରୁ ଏହି ଟଙ୍କା ଜବତ ହୋଇଛି | ଟଙ୍କାର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।
More Stories
ସବୁ ଡାକ୍ତରଙ୍କ ଛୁଟି ବାତିଲ୍….
ନୂଆ ଆତଙ୍କୀ ସଙ୍ଗଠନର ପର୍ଦ୍ଦାଫାଶ କଲା ସେନା…..
ସୀମା ବିବାଦର ସମାଧାନ ପାଇଁ ଭାରତ ସହ ଚୁକ୍ତି ହୋଇଛି: ଚୀନ…..