ରିପୋର୍ଟ କାର୍ଡ / କଟକ
କଟକରେ ଜଣେ ବସ ଯାତ୍ରୀଙ୍କ ଠାରୁ ୪ ପେଟି ଟଙ୍କା ଜବତ ହୋଇଛି | ଗଂଜେଇ ସନ୍ଦେହରେ ଚଢ଼ାଉ ବେଳ ଟଙ୍କା ଜବତ ହୋଇଥିବା ଜଣାପଡିଛି | କଟକରୁ କୋଲକାତା ଯାଉଥିବା ବସ୍ରୁ ଏହି ଟଙ୍କା ଜବତ ହୋଇଛି | ଟଙ୍କାର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।
More Stories
ତେଲିଆ ଖାଦ୍ୟକୁ ‘ନା’, ସୁସ୍ଥ ଖାଦ୍ୟକୁ ‘ହଁ’……
ସେତୁ ବନ୍ଧନ ଯୋଜନାରେ ହେବ ୩,୧୬୭ଟି ସେତୁ…..
ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା…..