ରିପୋର୍ଟ କାର୍ଡ / ଭୁବନେଶ୍ୱର
ମହିଳା କ୍ରିକେଟର ରାଜଶ୍ରୀ ସ୍ଵାଇଁଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିଛି | ଶ୍ବାସରୁଦ୍ଧ ହୋଇ ରାଜଶ୍ରୀଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଳେଖରହିଛି | ତେବେ ଆତ୍ମହତ୍ୟା କି ହତ୍ୟା କିଛି ସ୍ପଷ୍ଟ ହୋଇନାହିଁ | ଭିସେରା ରିପୋର୍ଟ ଆସିଲେ ପୁରା ଘଟଣା ସ୍ପଷ୍ଟ ହେବବୋଲି ସୂଚନା ମିଳିଛି |
More Stories
ବିଧାୟକଙ୍କୁ ହତ୍ୟା ଧମକ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..