ଦେଶ ବିଦେଶ ହିମସ୍ଖଳନରେ ୮ ମୃତ୍ୟୁ….. Report Card Bureau January 19, 2023 1 min read ରିପୋର୍ଟ କାର୍ଡ / ନୂଆଦିଲ୍ଲୀବେଜିଂରେ ହିମସ୍ଖଳନ ହୋଇଛି । ହିମସ୍ଖଳନ ଯୋଗୁଁ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ନିଖୋଜ ରହିଛନ୍ତି । ତିଚ୍ଚତର ଦକ୍ଷିଣ-ପଶ୍ଚିମାଞ୍ଚଳ ନିଂଗଚି ସହରରେ ଏହି ହିମସ୍ଖଳନ ହୋଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।Continue ReadingPrevious ୧୪ ପୋଲିସ ଡିଏସପିଙ୍କର ବଦଳି…..Next ଆସିଲା ରାଜଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ଦେଶ ବିଦେଶ ବଡ଼ ଖବର ୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି….. July 13, 2025 Report Card Bureau 1 min read ଦେଶ ବିଦେଶ ବଡ଼ ଖବର ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ…. July 13, 2025 Report Card Bureau ଦେଶ ବିଦେଶ ବଡ଼ ଖବର ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼….. July 12, 2025 Report Card Bureau
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..