ରିପୋର୍ଟ କାର୍ଡ / ଭୁବନେଶ୍ୱର
ମହିଳା କ୍ରିକେଟର ରାଜଶ୍ରୀ ସ୍ଵାଇଁଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିଛି | ଶ୍ବାସରୁଦ୍ଧ ହୋଇ ରାଜଶ୍ରୀଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଳେଖରହିଛି | ତେବେ ଆତ୍ମହତ୍ୟା କି ହତ୍ୟା କିଛି ସ୍ପଷ୍ଟ ହୋଇନାହିଁ | ଭିସେରା ରିପୋର୍ଟ ଆସିଲେ ପୁରା ଘଟଣା ସ୍ପଷ୍ଟ ହେବବୋଲି ସୂଚନା ମିଳିଛି |
More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….