ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିର୍ଦ୍ଧାରିତ ସମୟଠାରୁ ୩ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଉଠିଛି ଶ୍ରୀଲିଙ୍ଗରାଜଙ୍କ ମହାଦୀପ। ରାତି ୧ ଟା ୮ରେ ମହାଦୀପ ଉଠିବା ପରେ ଜାଗର ବ୍ରତ ସାରିଛନ୍ତି ଶ୍ରଦ୍ଧାଳୁ। ଶନିବାର ମହାଶିବରାତ୍ରୀରେ ରାତି ୧୦ଟା ବେଳକୁ ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟଠାରୁ ୩ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ମହାଦୀପ ଉଠିଥିଲା। ମହାଦୀପଙ୍କୁ ଦର୍ଶନ ପରେ ଜାଗର ବ୍ରତ ଉଦଯାପନ କରିଥିଲେ ଶ୍ରଦ୍ଧାଳୁ |






More Stories
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..
ପାକିସ୍ତାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି…..