ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । କରାଚିରେ ଗତକାଲି କିଛି ଅଜଣା ସଶସ୍ତ୍ର ଆତଙ୍କବାଦୀ ପୋଲିସ ମୁଖ୍ୟାଳୟ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଗୁଳି ବିନିମୟରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୫ ଆତଙ୍କବାଦୀ, ଜଣେ ପୋଲିସ ଅଧିକାରୀ ଓ ୩ ଜଣ ସାଧାରଣ ନାଗରିକ ଥିବା ସ୍ପଷ୍ଟ ହୋଇଛି । ଏଥିରେ ପ୍ରାୟ ୧୮ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି ।






More Stories
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……