ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୧୫ ଜଣ ଟ୍ରକ୍ ତଳେ ଚାପି ହୋଇଯାଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଗୁଜୁରାଟର ଭବନଗରରେ ଘଟିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଆଜି ଭବନଗରରେ ଏକ ଟ୍ରକ୍ ଓଲଟି ପଡିଥିବା ବେଳେ ମୋଟ ୧୫ ଜଣଙ୍କୁ ଟ୍ରକ ତଳେ ଚାପି ହୋଇଯାଇଥିଲେ । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଭବନଗର ଜିଲ୍ଲାରେ ଓଲଟି ପଡ଼ିବା ପରେ ୧୫ ଜଣଙ୍କୁ ଟ୍ରକ ତଳେ ଚାପି ହୋଇଯାଇଥିଲେ । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।






More Stories
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..