ରିପୋର୍ଟ କାର୍ଡ / ମୟୁରଭଞ୍ଜ
କରଞ୍ଜିଆରେ ବଜ୍ରପାତରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏକ ଦାହ ସଂସ୍କାର ପାଇଁ ଏହି ମହିଳାମାନେ ଆସିଥିଲେ । କାଳବୈଶାଖୀ ବର୍ଷା ସହ ବଜ୍ରପାତ ହୋଇଥିଲା । ବଜ୍ରପାତ ପରେ ଘରେ ନିଆଁ ଲାଗିଯାଇଥିବା ସୂଚନା । କରଞ୍ଜିଆ ଏନ୍ଏସିର ୧୫ ନମ୍ବର ଓ୍ୱାର୍ଡରେ ଏହି ଅଘଟଣ ଘଟିଛି । ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି ।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….