ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଦ୍ୟପାନ କରି କାର୍ଯ୍ୟକରୁଥିବା ଏବଂ ଦୈନିକ ମଦ୍ୟପାନ କରି ନିଶାରେ ଚୁର୍ ରହୁଥିବା ୩୦୦ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛନ୍ତି ଆସାମ ସରକାର। ଏମାନଙ୍କ ବଦଳରେ ନୂଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବା ବୋଲି ଆସାମ ସରକାର ସୂଚନା ଦେଇଛନ୍ତି । ନିଶାଖୋର ପୋଲିସ କର୍ମଚାରୀ ସ୍ୱେଚ୍ଛାକୃତ ଅବସର ନେଇଯାଆନ୍ତୁ ବୋଲି ଆସାମ ସରକାରଙ୍କ ପକ୍ଷରୁ କୁହାଯାଇଛି । ଅତ୍ୟଧିକ ମଦ୍ୟପାନ ଯୋଗୁଁ ସେମାନଙ୍କ ଶରୀର ଖରାପ ହୋଇଯାଇଥିବାରୁ ସେମାନଙ୍କୁ ସ୍ୱେଚ୍ଛାକୃତ ଅବସର ନେବାପାଇଁ ଆସାମ ସରକାର ବିଜ୍ଞପ୍ତି ଜାରି କରିଛନ୍ତି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..