ରିପୋର୍ଟ କାର୍ଡ / କଳାହାଣ୍ଡି
ଗାଈ ପଲଙ୍କ ଉପରେ ଟ୍ରେନ୍ ମାଡ଼ିଗଲା। ଦୁର୍ଘଟଣାରେ ୧୦ଟି ଗାଈଙ୍କର ମୃତ୍ୟୁ ଘଟିଥିବା କିଛି ଆହତ ହୋଇଛନ୍ତି। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂ ଝରଣ ଗାଁ ନିକଟରେ ଥିବା ରେଳ ଧାରଣାରେ। ଗତକାଲି ଗାଈ ପଲ ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ୍ଟି ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଦୁର୍ଘଟଣାରେ ୧୦ଟି ଗାଈଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଗାଈ ଆହତ ହୋଇଥିଲେ। ଆଜି ରେଳବାଇ ପୁଲିସ ଓ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗାଈମାନଙ୍କ ମୃତଦେହକୁ ରେଳଧାରଣ ନିକଟରୁ ଉଦ୍ଧାର କରିଛନ୍ତି।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..