ରିପୋର୍ଟ କାର୍ଡ / ବାଲେଶ୍ୱର
ପୋଖରୀରେ ବୁଡି ୨ ନାବାଳିକାଙ୍କର ମୃତ୍ୟୁ ହୋଇଛି | ଏଭଳି ଅଭାବନୀୟ ଘଟଣା ସଦର ଥାନା ଓଡଙ୍ଗି ଗାଁରେ ।ପୋଖରୀରେ ଗାଧୋଇବା ବେଳେ ଦୁଇ ଜଣ ବୁଡି ଯାଇଥିଲେ । ଉଭୟଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ଉଭୟଙ୍କ ଆନୁମାନିକ ବୟସ ୧୦ ରୁ ୧୨ ବର୍ଷ ହେବ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..