ରିପୋର୍ଟ କାର୍ଡ / ଭୁବନେଶ୍ବର
ଦୀର୍ଘ ୬ ଦିନ ଧରି ବନ୍ଦ ରହିବ ପରେ ଆଜିଠୁ ଭୁବନେଶ୍ୱର ୧ ନମ୍ବର ହାଟ ଖୋଲିଛି । ବିଏମସିର ପ୍ରତିଶୃତି ପରେ ହାଟ ଖୋଲିଛି | ବିଏମସି ଏକ ନମ୍ବର ହାଟ ବ୍ୟବସାୟୀ ସଂଘ ସହିତ ଆଲୋଚନା କରିଥିଲା | ଏହାପରେ ହାଟ ଖୋଲିଛି ବୋଲି ବ୍ୟବସାୟୀ ସଂଘ ସଭାପତି ସୂଚନା ଦେଇଛନ୍ତି। ହାଟ ପରିସରରେ ପାର୍କିଂ ସମସ୍ୟା, ଡ୍ରେନେଜ ବ୍ୟବସ୍ଥା, ପିଇବା ପାଣି ଓ ରାସ୍ତା ଜବର ଦଖଲ ଉଚ୍ଛେଦ ଭଳି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ବ୍ୟବସାୟୀ ସଂଘ। ୬ ଦିନ ଧରି ୟୁନିଟ ୧ ହାଟ ବନ୍ଦ ରହିଥିଲା।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……