Report Card Odisha

| Daily Odia News

ଆଦିଶକ୍ତି ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ “ଦେବୀ ଭାଗବତ ପୁରାଣ” ଅନୁଷ୍ଠିତ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଦିଶକ୍ତି ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ପ୍ରଥମ କରି “ଦେବୀ ଭାଗବତ ପୁରାଣ” ଆସନ୍ତା ୧୫ ତାରିଖ ପୂର୍ବାହ୍ନ ୨ ଘଟିକା ଅନୁଷ୍ଠତ ହେବ | ମୁଖ୍ୟ ଉପଦେଷ୍ଟା ନିଶିକାନ୍ତ ମିଶ୍ର ଙ୍କ ଅଧ୍ୟକ୍ଷତାରେ ପ୍ରବକ୍ତା ସ୍ଵାମୀଜି କୃଷ୍ଣ ପ୍ରେମାନନ୍ଦ ସରସ୍ବତୀ ଜୀ ଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ର ମୁଖ୍ୟ ବାଡଗ୍ରାହି ମା ସୁଭଦ୍ରାଙ୍କ ଦ୍ଵାରା ଉଦଘାଟିତ କରାଯିବ | ଏହି କାର୍ଯ୍ୟକ୍ରମ ୧୬ ତାରିଖ ରୁ ୨୧ ପର୍ଯ୍ୟନ୍ତ ସନ୍ଧ୍ୟା ୬ ଘଟିକା ରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଭୁବନେଶ୍ଵର ର ମାଷ୍ଟରକ୍ୟାଣ୍ଟିନ ସ୍ଥିତ ସାମ୍ବାଦିକ ଭବନ ଠାରେ ହେବ |

Breaking News