ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜଧାନୀ ସହର ଭିତରେ ଗଦା ହେଉଛି ଅଳିଆ ପାହାଡ । ଦାରୁଠେଙ୍ଗ, ଗାଡକଣ ଡମ୍ପିଂୟାର୍ଡ ପରେ ଏବେ ସାମନାକୁ ଆସିଲା ନୂଆ ସ୍ଥାନ। ଏ ଦୃଶ୍ୟ ହେଉଛି ଇନଫୋସିସ ଅଞ୍ଚଳରେ ଥିବା ଡିଏଲଏଫ ବିଲଡିଂ ସମ୍ମୁଖର। ହେଲେ ଏହାରି ଭିତରେ ଏଠାରେ ବୋଧହୁଏ ଏକ ଡମ୍ପିୟାର୍ଡ ପ୍ରତିଷ୍ଠାର ସ୍ୱପ୍ନ ଦେଖୁଛି ବିଏମସି। ରେସିଡେନ୍ସ ଏରିଆଠାରୁ ଟିକେ ଦୂରରେ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ରହୁଥିବା ଏହି ଅଞ୍ଚଳକୁ ବିଏମସି ସହର ଭିତରର ଅଳିଆ ଆଣି କରି ଜମା କରୁଛି।






More Stories
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..
ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !…..