ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରକାଶୀ ଟନେଲ୍ ରେସ୍କ୍ୟୁ ଅପରେସନରେ ଏବେ ମୁଖ୍ୟତଃ ରାଟ୍-ହୋଲ୍ ମାଇନର ମାନେ ହିଁ ଭରସା । ସେମାନଙ୍କ କାନ୍ଧରେ ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ । ୨୦୧୪ରେ ଏହି ପଦ୍ଧତିକୁ ବ୍ୟାନ୍ କରିଥିଲେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍। ତେବେ ଉତ୍ତରକାଶୀ ଅପରେସନ ପାଇଁ ଏହି ନିଷିଦ୍ଧ ପଦ୍ଧତି ଉପରେ ଏବେ ଭରସା କରାଯାଇଛି।
More Stories
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……