ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିନେ ଅଭିନେତା ପୱନଙ୍କର ଦେହାନ୍ତ ହୋଇଛି । ମାତ୍ର ୨୫ ବର୍ଷ ବୟସରେ ଅଭିନେତା ପୱନଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି | ଶୁକ୍ରବାର ମୁମ୍ବାଇ ଫ୍ଲାଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଅନେକ ତାମିଲ-ହିନ୍ଦୀ ଟିଭି ଶୋରେ କାମ କରିଛନ୍ତି । ପୱନ କର୍ଣ୍ଣାଟକର ବାସିନ୍ଦା ଥିଲେ । ପ୍ରଶଂସକଙ୍କ ସହ କର୍ଣ୍ଣାଟକର ନେତା ତଥା ଅଭିନେତା ପୱନଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।






More Stories
ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ…..
ଆପ୍ ଦଳ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରାଘବ…..
ପାକିସ୍ତାନରେ ଆଲୋଚନାକୁ ଇରାନର ମନା…..