ରିପୋର୍ଟ କାର୍ଡ / କଟକ
ଅଭିନୟ ଜାରି ରଖିବେ ଅଭିନେତା ପିୟୁଷ । ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ମଞ୍ଚରେ ଚଢ଼ି ଅଭିନୟ ଜାରି ରଖିବେ ପିୟୁଷ । ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କ ମାମଲାରେ ରାୟ ରଖିଲା ଅଦାଲତ । ପିୟୁଷ ତ୍ରିପାଠୀଙ୍କ ମାମଲାରେ ରାୟ ରଖି ଅଭିନୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛି ଅଦାଲତ । କିନ୍ତୁ ମାମଲାରେ ଏପର୍ଯ୍ୟନ୍ତ କୌଣସି ରାୟ ଆସିନାହିଁ । କେବଳ ପିୟୁଷଙ୍କ ଅଭିନୟକୁ ନେଇ ଅଦାଲତ ତାଙ୍କୁ ଅନୁମତି ଦେଇଛି । ମାମଲାର ବିଚାର ପରବର୍ତ୍ତୀ ଶୁଣାଣିରେ କରାଯିବ ।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..