ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଆ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ପରଲୋକ ଘଟିଛି । ଏକାସାଙ୍ଗରେ ସେ ଓଡ଼ିଆ ଧାରାବାହିକ ତଥା ସିନେ ଅଭିନେତ୍ରୀ ଭାବେ ଜଣାଶୁଣା । ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ନିଖୁଣ ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ସେ ପରିଚିତ ଥିଲେ । ସିନେମା ହେଉ କି ଧାରାବାହିକ ସବୁଠି ଦେଖିବାକୁ ମିଳିଥିଲା ତାଙ୍କର ଅଭିନୟର ଯାଦୁଗରୀ । ସେ କଟକରେ ରହୁଥିଲେ । ତାଙ୍କର ଅକାଳ ବିୟୋଗ ଓଲିଉଡ଼ ଲାଗି ଏକ ଅପୂରଣୀୟ କ୍ଷତି ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……