ରିପୋର୍ଟ କାର୍ଡ / ଭୁବନେଶ୍ବର
ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଙ୍କୁ ବାଧ୍ୟତା ମୂଳକ ଅବସର ଦିଆଯାଇଛି | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା | ଏହି ସମୟରେ ଭିଜିଲାନ୍ସ ହାତରେ ଲାଗିଥିଲା ପେଟି ପେଟି ଟଙ୍କା | ପ୍ରଶାନ୍ତ ରାଉତଙ୍କର ନିଜ ଅୟଠାରୁ ୫୦୬ ପ୍ରତିଶତ ସମ୍ପତ୍ତି ଥିବା ନେଇ ଭିଜିଲାନ୍ସ ରିପୋର୍ଟରୁ ଜଣାପଡିଛି | ପରବର୍ତ୍ତୀ ସମୟରେ ୫ଟି ସଚିବଙ୍କ ସହିତ ତାଙ୍କ ଫୋଟ ଭାଇରଲ ହୋଇଥିଲା| ଏହାକୁ ନେଇ ବିରୋଧୀ ବିଜେପି ,କଂଗ୍ରେସ ତୃତୀୟ ମହଲାକୁ ଟାର୍ଗେଟ କରିଥିଲେ |






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..