ରିପୋର୍ଟକାର୍ଡ / ଭୁବନେଶ୍ୱର
ରାଜସ୍ବ ବିଭାଗ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭୁବନେଶ୍ୱରର ୨ ଅତିରିକ୍ତ ତହସିଲଦାରଙ୍କୁ ରାଜସ୍ବ ବିଭାଗ ନିଲମ୍ବିତ କରିଛି। ସେମାନେ ହେଲେ ଅତିରିକ୍ତ ତହସିଲଦାର ଗିତୁ ବେହେରା, ନାରାୟଣ ସେଠୀ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଲାଗି ଉଭୟଙ୍କୁ ନିଲମ୍ବିତ କରାଯାଇଥିବା ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..