ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରଥମ ଥର ପାଇଁ ୨୦୨୪ ମାଟ୍ରିକ ପରୀକ୍ଷା ପରିଚାଳନାରେ ପ୍ରୟୋଗ ହେବ Artificial Intelligence ତଥା କୃତ୍ରିମ ବୁଦ୍ଧିମତା। AI ମାଧ୍ୟମରେ ହେବ ମାଟ୍ରିକ ପରୀକ୍ଷାର ୱେବକାଷ୍ଟିଂ। ଏଥିପାଇଁ ଷ୍ଟ୍ରଙ୍ଗରୁମଠୁ ଆରମ୍ଭ କରି DEO ଅଫିସ ଓ ପରୀକ୍ଷା ହଲରେ AI କ୍ୟାମେରା ଲାଗିବ। ଏହି AI କ୍ୟାମେରାକୁ ଅପରେଟିଂ ପାଇଁ କମାଣ୍ଡ ରୁମରେ ରହିବେ ୭ରୁ ୮ ଜଣ କର୍ମଚାରୀ। ପରୀକ୍ଷା ପରିଚାଳନାରେ ଯଦି କୌଣସି ତ୍ରୁଟି ଜଣାପଡେ ତା’ହେଲେ କମାଣ୍ଡ ରୁମକୁ ସିଧାସଳଖ ଜଣାଇବ ଏହି AI କ୍ୟାମେରା। ଆଜି ମାଟ୍ରିକ ପରୀକ୍ଷା ସୂଚୀ ଘୋଷଣା କରି ଏହି ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….