ରିପୋର୍ଟ କାର୍ଡ / ଭୁବନେଶ୍ୱର
ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ | ମୃତ୍ୟୁର ସତ୍ୟକୁ ଖୋଜି ଚାଲିଛି କ୍ରାଇମବ୍ରାଞ୍ଚ ଟିମ । ତଦନ୍ତରେ ମୃତ୍ୟୁ ରହସ୍ୟ ଭେଦ କରିବାରେ ବିଫଳ ହେବା ପରେ ଲାଇ ଡିଟେକ୍ସନ ଟେଷ୍ଟ ହିଁ କରୁଛି କ୍ରାଇମବ୍ରାଞ୍ଚ | ସୌମ୍ୟଙ୍କ ପରିବାର ପକ୍ଷରୁ ଦର୍ଶାଯାଇଥିବା ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କର ଲାଇ ଡିଟେକ୍ସନ ଟେଷ୍ଟ ସରିଛି। ଏବେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀଙ୍କର ଆଜି କ୍ରାଇମବ୍ରାଞ୍ଚ ଲାଇ ଡିଟେକ୍ସନ ଟେଷ୍ଟ କରିବ ବୋଲି ସୂଚନା ମିଳିଛି।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..