ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତକାଲି ମହାପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରିଥିଲେ ଜନ୍ମାଷ୍ଟମୀ ଉତ୍ସବଥିଲା | ଆଜି ନନ୍ଦରାଜାଙ୍କ ଘରେ ନନ୍ଦତ୍ସବ | ଶ୍ରୀକୃଷ୍ଣଙ୍କ ବାପା ବାସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ଯମୁନା ନଦୀ ପାରିକରି ଗୋପ ପୁରରେ ଯଶୋଦା ଦେବୀଙ୍କ କୂଳରେ ଛାଡି ଦେଇ ଆସିଥିଲେ | ଆଜି ନନ୍ଦରାଜାଙ୍କ ଘରେ ରାଣୀଙ୍କର ପୁତ୍ର ହୋଇଛି ବୋଲି ଉତ୍ସବ ମନ ଯାଇଥିଲା | ଜନ୍ମାଷ୍ଟନୀ ପରଦିନକୁ ନନ୍ଦତ୍ସବ ବୋଲି ମାନାଯାଇ ଆସୁଛି |






More Stories
କୀର୍ତ୍ତିମାନ୍ ହୋଇପାରନ୍ତି…..
ଆତ୍ମବିଶ୍ୱାସ ବଢ଼ିବ…..
ବନ୍ଧୁମାନଙ୍କ ସହଯୋଗ ମିଳିବ……