ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜିଲ୍ଲାରୁ ଜିଲ୍ଲାକୁ ଝାଡାବାନ୍ତି ବ୍ୟାପୁଥିବାରୁ ସବୁ ଜିଲ୍ଲାକୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ଙ୍କ ପ୍ରତିକ୍ରିୟା ମିଳିଛି । କେବଳ ୫ ଜିଲ୍ଲା ନୁହେଁ ସବୁ ଜିଲ୍ଲା ଆଲର୍ଟରେ ରହିବେ । ପ୍ରତ୍ୟେକ ଦିନ ରାଜ୍ୟ ସ୍ତରୀୟ ସମୀକ୍ଷା ହେବ ।ରୋଗୀଙ୍କୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖାଯାଇଛି । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ସହ ଆଲୋଚନା ହେବ । ଯେତିକି ପରୀକ୍ଷା ହୋଇଥିଲା ୧୦ ପ୍ରତିଶତ କଲେରା ବାହାରିଛି ବୋଲି ସେ କହିଛନ୍ତି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..