ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜୁଲାଇ ୫ ରେ ହାଜର ହେବାକୁ ମହାରାଷ୍ଟ୍ରର ପୂର୍ବର୍ତ୍ତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ପୁଣି ସମନ୍ ଜାରି କରିଛି ଇଡ଼ି । ଅର୍ଥ ହେରଫେର ମାମଲାରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ସମେତ ଅନ୍ୟ କିଛି ମନ୍ତ୍ରୀ ମାନଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଏହାପରେ ଏହି ମାମଲାର ଯାଞ୍ଚ ପାଇଁ ପୂର୍ବରୁ ଦୁଇ ଦୁଇ ଥର ଅନୀଲ ଦେଶମୁଖଙ୍କୁ ଇଡ଼ି ପକ୍ଷରୁ ସମନ୍ ଜାରି କରାଯାଇଥିଲେ ସୁଦ୍ଧା ସେ ହାଜର ହୋଇ ନଥିଲେ । ଯାହାପରେ ପୁଣି ତାଙ୍କୁ ଜୁଲାଇ ୫ରେ ହାଜର ହେବା ସମନ୍ ଜାରି କରିଛି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ |






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……