Report Card Odisha

| Daily Odia News

ଅର୍ଚ୍ଚନା-ଜଗବନ୍ଧୁ ଜାମିନ ଖାରଜ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଜାମିନ ଆବେଦନକୁ ଜିଲ୍ଲା ଦୌରାଜଜ ଖାରଜ କରିଛନ୍ତି। ବ୍ଲାକମେଲ କରିବା ଅଭିଯୋଗରେ କମିସନରେଟ ପୋଲିସ ଦମ୍ପତିଙ୍କୁ ଗିରଫ କରିଥିଲା। ତାଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ଘଟଣାର ତନାଘନା କରିଥିଲା। ଏନେଇ ଇଡି ଅର୍ଚ୍ଚନା, ଜଗବନ୍ଧୁ ତାଙ୍କ ସହଯୋଗୀ ଖଗେଶ୍ବର ଓ ଶ୍ରଦ୍ଧାଞ୍ଜଳି ନାମରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଦମ୍ପତି ଜାମିନ ଆବେଦନ କରିଥିବାବେଳେ ତାଙ୍କ ଆବେଦନକୁ ବୁଧବାର ଅଦାଲତ ଖାରଜ କରିଥିବା ଜଣାପଡ଼ିଛି।

Breaking News