ରିପୋର୍ଟ କାର୍ଡ / କଟକ
କଟକ ରେଲ୍ୱେ ଷ୍ଟେସନରୁ ସେନାର ଜଣେ ଯବାନ ଗତକାଲି ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ନିଖୋଜ ଯବାନଙ୍କ ନାଁ ତେନ୍ଜି ଗୱା। ସୂଚନା ଅନୁସାରେ, ୧୫୦ ଜଣ ଯବାନ ଟ୍ରେନିଂ ପାଇଁ ଦିଲ୍ଲୀରୁ ଚୌଦ୍ୱାର ଚାରବାଟିଆକୁ ଆସିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଯବାନ ତେନ୍ଜି କଟକ ରେଲ୍ୱେ ଷ୍ଟେସନରୁ ନିଖୋଜ ହୋଇଯାଇଛନ୍ତି । ଏନେଇ ଜିଆର୍ପି ଥାନାରେ ଏତଲା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..