ରିପୋର୍ଟ କାର୍ଡ / ମୁମ୍ବାଇ
କରୋନା ମହାମାରୀ କୁ ନେଇ ମନରୁ ଭୟ ଦୂର ହୋଇନଥିବା ବେଳେ ଏବେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଚିନ୍ତା | ମହାରାଷ୍ଟ୍ରରେ ଶୁକ୍ରବାର ଦିନ କୋଭିଡ-୧୯ ର ନୂତନ ଡେଲଟା ପ୍ଲସ ଭାରିଆଣ୍ଟ ପ୍ରଥମ ମୃତ୍ୟୁ ମାମଲା ରିପୋର୍ଟ ହୋଇଛି। ମୁମ୍ବାଇର ଘାଟକୋପରରୁ ଏହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ଡେଲଟା ପ୍ଲସ୍ ଭାରିଆଣ୍ଟର ୨୦ରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ନେଇ ରିପୋର୍ଟ ଆସିଛି। ସୂଚନା ଅନୁସାରେ- ଏହାପୂର୍ବରୁ ମଧ୍ୟପ୍ରଦେଶରେ ନୂଆ ଭାରିଆଣ୍ଟ ଯୋଗୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।






More Stories
ଆଣ୍ଠେଇ ମୁଣ୍ଡିଆ ମାରିଲେ ମୋଦୀ…..
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ…..
ରାଜା ସୁବ୍ରମଣି ହେଲେ ନୂଆ ସିଡିଏସ୍…..