ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଏସଓ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ପୁଣି ବିବାଦ ଦେଖାଦେଇଛି । ମାମଲା ପୁଣି ଥରେ ହାଇକୋର୍ଟ ରେ ପହଞ୍ଚିଛି । ମୂଲ୍ୟାଙ୍କନକୁ ଚ୍ୟାଲେଞ୍ଜ କରି ଏହି ମାମଲା ପୁଣି ହାଇ କୋର୍ଟରେ ପହଞ୍ଚିଛି ଥିବା ଜଣାପଡିଛି । ଓପିଏସିକୁ ଉତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛି । ତେବେ ଆସନ୍ତା ୨ ତାରିଖରେ ଏହି ମାମଲା ଉପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୁହାଯାଇଛି ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..