Report Card Odisha

| Daily Odia News

ଆସାମ ମୁଖ୍ୟମନ୍ତ୍ରୀ ଙ୍କୁ ଜେଡ୍‌-ପ୍ଲସ୍‌ ସୁରକ୍ଷା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସରକାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସୁରକ୍ଷା ବଢାଇ ଦେଇଛନ୍ତି। ଆଜି ତାଙ୍କୁ ଜେଡ୍‌-ପ୍ଲସ୍‌ ସୁରକ୍ଷା ଦିଆଯାଇଛି। ପୂର୍ବରୁ ତାଙ୍କ ଜେଡ୍‌ ସୁରକ୍ଷା ଯୋଗାଇ ଦିଆଯାଉଥିଲା। କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ହିମନ୍ତଙ୍କ ସୁରକ୍ଷା ବ୍ୟବସ୍ଥା କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିର ପରାମର୍ଶ କ୍ରମେ ସମୀକ୍ଷା କରାଯାଇଥିଲା। ମନ୍ତ୍ରାଳୟ ଅନୁଯାୟୀ, ‘ତାଙ୍କୁ ମିଳୁଥିବା ଜେଡ ସୁରକ୍ଷାକୁ ଜେଡ ପ୍ଲସକୁ ଵୃଦ୍ଧି କରିବା ସହ ସମଗ୍ର ଦେଶରେ ସେ ଯେଉଁଠାକୁ ବି ଯିବେ ତାଙ୍କୁ ଏହି ସୁରକ୍ଷା ମିଳିବ |

Breaking News